ରାଜ୍ୟ

ସ୍ତ୍ରୀର ତଣ୍ଟି କଟିଥିଲା ସ୍ୱାମୀ ! – Ibnodisha

[ad_1]

ବ୍ୟୁରୋ : ଟ୍ରେନ୍ ଟଏଲେଟ୍ରୁ ମହିଳାଙ୍କ ତଣ୍ଟିକଟା ମୃତଦେହ ଉଦ୍ଧାର ଘଟଣା । ଘଟଣାର ୬ ମାସ ପରେ ଅଭିଯୁକ୍ତ ସ୍ୱାମୀ ସୁରତରୁ ଗିରଫ । ଅଭିଯୁକ୍ତକୁ ସୁରତରୁ ଗିରଫ କରି ଓଡିଶା  ଆଣୁଛି ଜିଆରପି । ଅଭିଯୁକ୍ତ ଦ୍ୱିତୀୟ ସ୍ତ୍ରୀ ଥିଲା ମୃତ ମହିଳା , ଖୋଲିବ ହତ୍ୟାର ଗୁମର । ଏପ୍ରିଲ ୨୦ରେ ଭୁବନେଶ୍ୱର-ଧନବାଦ ଏକ୍ସପ୍ରେସରୁ ମିଳିଥିଲା ମୃତଦେହ ।

ସ୍ୱିଜରଲ୍ୟାଣ୍ଡ ଯୁବତୀଙ୍କୁ କରୁଥିଲେ ପ୍ରେମ, ଦିଲ୍ଲୀ ଡାକି ମାରିଦେଲେ

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button