ରାଜ୍ୟ

କାଲିଠାରୁ ୨୫ ଯାଏଁ ବର୍ଷା ! – Ibnodisha

[ad_1]

ବଙ୍ଗୋପସାଗର: ବଙ୍ଗୋପସାଗରରେ ଅବପାତ ଅଧିକ ଘନୀଭୂତ ହେଉଛି । ଆସନ୍ତା ୧୨ ଘଂଟାରେ ଅଧିକ ଘନୀଭୂତ ହୋଇ ଗଭୀର ଅବପାତ ହେବ । କାଲି ସୁଦ୍ଧା ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବ ବୋଲି ପାଣିପାଗ ବିଭାର ସୂଚନା ରହିଛି । ପରବର୍ତ୍ତୀ ୧୨ ଘଂଟାରେ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ ।

ତାପରେ ଦିଗ ବଦଳାଇ ଉତ୍ତର ପୂର୍ବ ଆଡକୁ ଗତି କରିବାର ସୂଚନା ରହିଛି । ପରବର୍ତ୍ତୀ ୩ ଦିନରେ ବାଙ୍ଗଲାଦେଶ ଓ ପଶ୍ଚିମବଙ୍ଗ ମୁହାଁ ହେବ । ପ୍ରଭାବରେ କାଲିଠୁ ଉପକୂଳ ଓଡିଶାରେ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି । ୨୪ରୁ ଉତ୍ତର ଉପକୂଳ ଓ ପାଶ୍ୱର୍ବର୍ତ୍ତୀ ଜିଲ୍ଲାରେ ହାଲକୁକାରୁ ମଧ୍ୟମ ବର୍ଷା ହେବାର ମଧ୍ୟ ସୂଚନା ରହିଛି । ୨୬ ତାରିଖ ପର୍ଯ୍ୟନ୍ତ ପ୍ରଭାବ ରହିବା ନେଇ ପାଣିପାଗ କେନ୍ଦ୍ରର ସୂଚନା ଜାରି କରାଯାଇଛି ।

ଜେଲ ଗଲେ ବରିଷ୍ଠ ଅଭିନେତା ଦିଲ୍ଲୀପ ତାହିଲ

The post କାଲିଠାରୁ ୨୫ ଯାଏଁ ବର୍ଷା ! appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button