ଦେଶ

ଗୋପନ ସମ୍ପର୍କର ଗୁମର ଖୋଲିଲେ କିୟାରା – Ibnodisha

[ad_1]

ମୁମ୍ବାଇ : ବଲିଉଡ୍‌ର ଲୋକପ୍ରିୟ ଦମ୍ପତିଙ୍କ ମଧ୍ୟରୁ ଅନ୍ୟତମ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଏବଂ ଅଭିନେତ୍ରୀ କିୟାରା ଆଡଭାନୀ। ଫିଲ୍ମ ‘ଶେର୍‌ଶାହ’ରୁ ଦୁହିଁଙ୍କ ଯୋଡ଼ିକୁ ଦର୍ଶକେ ଖୁବ୍ ପସନ୍ଦ କରିଥିଲେ। ପରେ ଦୁହେଁ ଦୁହିଁଙ୍କୁ ଡେଟ୍‌ କରିବା ସହ ସେମାନେ ନିଜ ସମ୍ପର୍କକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଗୋପନ ରଖିଥିଲେ। ଏପରିକି ସେମାନେ ସୂର୍ଯ୍ୟଗଡ଼ ପ୍ୟାଲେସ୍‌ରେ ପରିବାର ସଦସ୍ୟ ଓ ଅନ୍ତରଙ୍ଗ ବନ୍ଧୁଙ୍କ ଉପସ୍ଥିତିରେ ଗୋପନରେ ବିବାହ କରିଥିଲେ। ତେବେ ଏବେ ଦୀର୍ଘ ଦିନ ପରେ ସେମାନେ କାହିଁକି ନିଜ ସମ୍ପର୍କକୁ ଅନ୍ୟମାନଙ୍କଠାରୁ ଲୁଚାଇ ରଖୀଥିଲେ, ତାହାର ଗୁମର ଖୋଲିଛନ୍ତି ଖୋଦ୍ କିୟାରା।

କିଛିଦିନ ତଳେ ସେ ଏକ ସାକ୍ଷାତକାରରେ କହିଛନ୍ତି, ସେମାନେ ନିଜର ସମ୍ପର୍କକୁ ସବୁବେଳେ ଗୋପନୀୟ ରଖୀବାକୁ ଚାହୁଁଥିଲେ। ଦୁହେଁ ନିଜ ଅଭିନୟ ମାଧ୍ୟମରେ ହିଁ ଇଣ୍ଡଷ୍ଟ୍ରୀରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା କଥା କହିଛନ୍ତି। ତା’ସହ ଏହି ସ୍ଥାନରେ ପହଞ୍ଚିବା ପାଇଁ ସେମାନେ ଯେଉଁ ପରିଶ୍ରମ କରିଛନ୍ତି ତାହା ବ୍ୟକ୍ତିଗତ ଜୀବନ ଉପରେ କେନ୍ଦ୍ରୀଭୂତ ହୋଇ ରହି ନଯାଉ ବୋଲି ସେମାନେ ଚାହୁଁ ନଥିଲେ । କେବଳ ସେତିକି ନୁହେଁ, ବାହାଘରକୁ କାହିଁକି ଗୋପନ ରଖୀଥିଲେ, ସେକଥା ମଧ୍ୟ କିୟାରା କହିଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button