ଅପରାଧ

ନ୍ୟୁଡ୍ ଫଟୋ ଭାଇରାଲ୍ ଧମକ ଦେଇ ଟଙ୍କା ଲୁଟିଲେ ଦୁର୍ବୃତ୍ତ – Ibnodisha

[ad_1]

ଭୁବନେଶ୍ବର: ଡିଜିଟାଲ ଲୋନ ଆପରେ ମହେନ୍ଦ୍ର ସିଂ ଧୋନିଙ୍କ ଫଟୋ /ଆଡ୍ ଜରିଆରେ ଟଙ୍କା ଲୁଟିଲେ ଦୁର୍ବୃତ୍ତ। ସୂଚନା ଅନୁଯାୟୀ, ଜଣେ ବ୍ୟକ୍ତିଙ୍କୁ ଜିରୋ ପରସେଣ୍ଟରେ ଲୋନ ଦେବାକୁ କହି ପ୍ରଥମେ ଲୋନ ଦେଲେ, ଲୋନ ଟଙ୍କା ଠାରୁ ଅଧିକ ଟଙ୍କା ବି ଫେରସ୍ତ ନେଲେ। ଆହୁରି ଟଙ୍କା ନ ଦେଲେ ନ୍ୟୁଡ୍ ଫଟୋ ଓ ଭିଡିଓ ଭାଇରାଲ କରିବାକୁ କହି ଧମକ ଦେଲେ ସାଇବର ଠକ।ଏନେଇ ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି ଯୁବକ। ପୁଲିସ ପକ୍ଷରୁ ଏହି ମାମଲାର ତଦନ୍ତ ଜାରି ରହିଛି।

 

 

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button