ରାଜ୍ୟ

ଗ୍ରୁପ୍ କ୍ୟାପଟେନଙ୍କୁ ୩୫ ଲକ୍ଷ ଠକେଇ – Ibnodisha

[ad_1]

ଭୁବନେଶ୍ୱର: ବାୟୁସେନାର ଅବସରପ୍ରାପ୍ତ ଗ୍ରୁପ୍ କ୍ୟାପଟେନଙ୍କୁ ୩୫ ଲକ୍ଷ ଠକେଇ ଅଭିଯୋଗ । ବିଶ୍ୱାସ ଜନ୍ମାଇ ଠକିନେଲେ ସାଇବର ଠକ, ଅଭିଯୁକ୍ତ ଗିରଫ । ଅନଲାଇନ ଗେମ୍ ଖେଳି କିଛି ଟଙ୍କା ହରାଇଥିଲେ ଗ୍ରୁପ୍ କ୍ୟାପଟେନ । ଟଙ୍କା ଫେରାଇ ଆଣିବା ଆଳ ଦେଖାଇ ନିକଟତର ହୋଇଥିଲା ଠକ । ଜାଲରେ ଫସାଇ ବିଭିନ୍ନ ସମରେ ମୋଟ ୩୫ ଲକ୍ଷ ଟଙ୍କା ଠକି ନେଇଥିଲା । ଠକାମୀର ଶିକାର ଜାଣି ଏତଲା ଦେବାରୁ ଧରାପଡ଼ିଲା ସାଇବର ଠକ । ଅଭିଯୁକ୍ତଠୁ ୬ ଲକ୍ଷ ଟଙ୍କା, ଚେକ୍ ବୁକ, ପାସ୍‌ବୁକ୍‌, ମୋବାଇଲ ଜବତ ହୋଇଛି । ଅଭିଯୁକ୍ତ ଲୁଟେରା ଡାଟା ସାଇନ୍ସରେ ଡିପ୍ଲୋମା କରିଥିବା ସୂଚନା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button