ରାଜ୍ୟ

ସାଇବର ଠକକୁ ଧରିଲା ପୁଲିସ: ୬ଲକ୍ଷ ନଗଦ ଟଙ୍କା ସହ ଚେକ ବୁକ, ପାସବୁକ ଓ ମୋବାଇଲ ଫୋନ ଜବତ – Ibnodisha

[ad_1]

ଟଙ୍କା ଫେରାଇ ଆଣିବା ଆଳ ଦେଖାଇ ସାଇବର ଠକ ଜଣକ ବାୟୁସେନାର ଅବସରପ୍ରାପ୍ତ ଗ୍ରୁପ କ୍ୟାପଟେନଙ୍କ ନିକଟତର ହୋଇଥିଲା। ତାଙ୍କୁ ଜାଲରେ ଫଶାଇ ବିଭିନ୍ନ ସମୟରେ ୩୫ ଲକ୍ଷ ଟଙ୍କା ଠକି ନେଇଥିଲା। ଠକାମିର ଶିକାର ହୋଇଥିବା ଜାଣି ଏତଲା ଦେବାରୁ ସାଇବର ଠକ ପୁଲିସ ହାତରେ ଧରାପଡ଼ିଥିଲା। ଅଭିଯୁକ୍ତଠାରୁ ୬ ଲକ୍ଷ ଟଙ୍କା, ଚେକ ବୁକ, ପାସବୁକ ଓ ମୋବାଇଲ ଫୋନ ପୁଲିସ ଜବତ କରିଛି। ଅଭିଯୁକ୍ତ ସାଇବର ଠକ ଡାଟା ସାଇନ୍ସରେ ଡିପ୍ଲୋମା କରିଥିବା ପୁଲିସ ସୂଚନା ଦେଇଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button