ରାଜ୍ୟ

ପୁଅ ବାଇକରୁ ଖସି ମା’ ମୃତ – Ibnodisha

[ad_1]

ଭୁୁବନେଶ୍ୱର: ନୀଳଗିରିରେ ମର୍ମନ୍ତୁଦ ଦୁର୍ଘଟଣା । ପୁଅ ବାଇକରୁ ଖସିପଡ଼ି ଟ୍ରକ ତଳେ ଚାପି ହୋଇ ମା ମୃତ । ବାଲେଶ୍ୱରର ନୀଳଗିରି ନିକଟ ଚଣ୍ଡୀପୁର ଛକରେ ମର୍ମନ୍ତୁଦ ଦୁର୍ଘଟଣା । ମାଆପୁଅ ବାଇକରେ ଭୀମାପୁରରୁ ପଞ୍ଚଲିଙ୍ଗେଶ୍ୱର ଯାଉଥିଲେ । ଆଉ ଏହି ସମୟରେ ଘଟିଥିଲା ଦୁର୍ଘଟଣା ।

ରିଲିଜ୍‌ ହେଲା ‘ଟାଇଗର ୩’ ର ପ୍ରଥମ ଗୀତ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button