ରାଜ୍ୟ

ବେକରେ ଦଉଡି ଦେଇ ଜୀବନ ହାରିଲେ ମହିଳା – Ibnodisha

[ad_1]

କାଲିମେଳା : ବେକରେ ଦଉଡି ଦେଇ ଜୀବନ ହାରିଲେ ମହିଳା । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ କୁନାନପାଲି ଗାଁରେ ଘଟିଛି ଏଭଳି ଘଟଣା l ମହିଳାଙ୍କ ନାମ ମମି ତାତି ବୋଲି ଜଣାପଡିଛି। ତେବେ ମହିଳା ଜଣଙ୍କ କେଉଁ କାରଣ ପାଇଁ ଆତ୍ମହତ୍ୟାକରିଛନ୍ତି ତାହା ଅସ୍ପଷ୍ଟ ରହିଛି। ସେପଟେ ଘଟଣା ସ୍ଥଳରେ ଏମ୍.ଭି- ୭୯ ପୋଲିସ ମୁତୟନ ରହିଛନ୍ତି l କୋରାପୁଟରୁ ସାଇଣ୍ଟିଫିକ ଟିମ ଆସି ତଦନ୍ତ ପରେ ପ୍ରକୃତ ଘଟଣା ଜଣାପଡିବ ସୂଚନା ଦେଇଛନ୍ତି ଏମ୍. ଭି- ୭୯ ଥାନା ଭାରପ୍ରାପ୍ତ ଅଧିକାରୀ l

ଭି.କେ ପାଣ୍ଡିଆନଙ୍କୁ ଶୁଭେଚ୍ଛା ପାଇଁ ଭିଡ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button