ରାଜ୍ୟ

ଯାହାର ସମ୍ପୃକ୍ତି ସବୁ ବାହାରିବ: ଅପରାଜିତା – Ibnodisha

[ad_1]

ଭୁବନେଶ୍ୱର: ମହୂଆ ମୈତ୍ରଙ୍କ ସହ ବିଜେଡି ସାଂସଦଙ୍କ ଲିଙ୍କ୍ ଚର୍ଚ୍ଚା ପ୍ରସଙ୍ଗ । ଯାହାର ସମ୍ପୃକ୍ତି ରହିଛି, ସବୁ ବାହାରିବ କହିଲେ ସାଂସଦ ଅପରାଜିତା ଷଡଙ୍ଗୀ । ଏଥିକ୍ସ କମିଟିର ସଦସ୍ୟ ଭାବେ ସୂଚନା ଦେଲେ ଅପରାଜିତା ଷଡଙ୍ଗୀ । ୨୬ ତାରିଖରେ ଏଥିକ୍ସ କମିଟିର ଗୋଟିଏ ବୈଠକ ଅନୁଷ୍ଠିତ ହୋଇଛି । ଆମେ ଆଇନଜୀବୀ ଜୟ ଅନନ୍ତ, ସାଂସଦ ନିଶିକାନ୍ତ ଦୁବେଙ୍କୁ ଶୁଣିଲୁ । ୩୧ ତାରିଖରେ ମହୁଆଙ୍କୁ ଡାକିଥିଲୁ କିନ୍ତୁ ସେ ଆସିବାକୁ ମନା କରିଛନ୍ତି । ତେଣୁ ମହୁଆଙ୍କୁ ପୁନର୍ବାରୁ ୨ ତାରିଖରେ ପ୍ରୋସିଡିଂ ପାଇଁ ଡାକିଛୁ । ପ୍ରୋସିଡିଂ ଉପରେ କହିବା ଠିକ୍ ହେବନି, ଏହା କନଫିଡେନ୍‌ସିଅ ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ ।

ଟସ ଜିତି ଇଂଲଣ୍ଡର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଭାରତ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button