ରାଜ୍ୟ

ସମାଧାନ ପଇଁ ଆସନ୍ତୁ – ଅରିନ୍ଦମ – Ibnodisha

[ad_1]

ଭୁବନେଶ୍ୱର : ଓଲିଉଡ କଳି କୁ ନେଇ ପ୍ରତିକ୍ରିୟା ରଖିଲେ ଅଭିନେତା ଅରିନ୍ଦମ ରାୟ । ବିବାଦର ସମାଧାନ ପାଇଁ ମନୋଜ ମିଶ୍ରଙ୍କୁ ଅନୁରୋଧ କଲେ । ଆସନ୍ତୁ ବସିକି ଘର ଭିତରେ ବିବଦର ସମାଧାନ କରିବା । ଆମ ଘର କଥାରେ ରାଜନୀତିର କୌଣସି ସ୍ଥାନ ନାହିଁ । । ଆମ ଘର କଥାରେ ବାହାର ଲୋକଙ୍କୁ ପୂରାଇବା ନାହିଁ । ସାମାନ୍ୟ କଳିରୁ ନେଇ ବିଚ୍ଛିନ୍ନ ହେବା ଆରୋପ ଠିକ୍ ନୁହେଁ । ଟିଭି ଖୋଲିଲେ ଏହି ବିବାଦ ଶୁଭୁଛି, ଏହା ଭଲ ଲାଗୁ ନାହିଁ । ସାନ ଭାଇ ଭାବେ ଅନୁରୋଧ କରୁଛି ଆସନ୍ତୁ ବସି ସମାଧାନ କରିବା । ଆପଣ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆଗକୁ ନେବାକୁ ଚାହାଁନ୍ତି , ମୁଁ ବି ଚାହୁଁଛି ।ଇଣ୍ଡଷ୍ଟ୍ରି ପାଇଁ ଭଲ ସମୟ ଆସିଛି , ଭଲ ନିର୍ମାତା ଆସିଛନ୍ତି , ଆଗକୁ ନେବା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button