ଦେଶ

ସିସୋଦିଆଙ୍କୁ ସୁପ୍ରିମ ଝଟ୍‌କା – Ibnodisha

[ad_1]

ନୂଆଦିଲ୍ଲୀ: ପୂର୍ବତନ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ପୁଣି ଝଟ୍‌କା । ସିସୋଦିଆଙ୍କ ଜାମିନ୍ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ । ଦିଲ୍ଲୀ ଅବକାରୀ ସ୍କାମ ମାମଲାରେ ଜାମିନ୍ ଆବେଦନ ଖାରଜ ହୋଇଥିବା ସୂଚନା ରହିଛି । ୬ ରୁ ୮ ମାସ ମଧ୍ୟରେ ଶୁଣାଣି ସାରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ । ଶୁଣାଣୀରେ ବିଳମ୍ବ ହେଲେ ସାନି ଜାମିନ୍ ଆବେଦନ କରିପାରିବେ ।

ଟ୍ରେନ୍ ଦୁର୍ଘଟଣା ପରେ ରେଳବାଇ ତରଫରୁ ବାତିଲ ଏବଂ ଆଂଶିକ ବାତିଲ ହୋଇଥିବା ଟ୍ରେନ ସମ୍ପର୍କରେ ଜାଣନ୍ତୁ

The post ସିସୋଦିଆଙ୍କୁ ସୁପ୍ରିମ ଝଟ୍‌କା appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button