ଦେଶ

ବୋରଓ୍ବେଲରେ ଖସିପଡିଲା ଶିଶୁ – Ibnodisha

[ad_1]

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ରେଓ୍ବା ଜିଲ୍ଲାରେ ଅଘଟଣ। ଖେଳୁ ଖେଳୁ ଏକ ଶିଶୁ ୪୦ ଫୁଟ୍ ଗଭୀର ବୋରଓ୍ବେଲରେ ଖସିପଡିଛି। ଶିଶୁଟିର ବୟସ ପାଖାପାଖି ୬ ବର୍ଷ ହେବ। ବୋରଓ୍ବେଲରୁ ଶିଶୁକୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି। ସୂଚନା ମୂତାବକ ଶୁକ୍ରବାର ଗହମ ଅମଳ ପରେ ଏକ ଶିଶୁ ସାଙ୍ଗ ମାନଙ୍କ ସହ ବିଲରେ ଖେଳୁଥିଲା। କିନ୍ତୁ ଅସାବଧାନତା କାରଣରୁ ଶିଶୁଟି ବୋରଓ୍ବେଲ ମଧ୍ୟକୁ ଖସିପଡିଥିଲା। ଏହାଦେଖି ସ୍ଥାନୀୟ ଲୋକ ଶିଶୁଟିକୁ ଉଦ୍ଧାର କରିବାକୁ ବହୁ ଚେଷ୍ଠା କରିଥିଲେ। ହେଲେ ବିଫଳ ହେବା ପରେ ପୁଲିସ ଓ ପ୍ରଶାସନକୁ ଖବର ଦେଇଥିଲେ। ପରେ ୨ଟି ଜେସିବି,  ଏସଡିଆରଏଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର‌୍ୟ୍ୟରେ ଲାଗିଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button