ରାଜ୍ୟ

ମାହାଙ୍ଗା ଡବଲ ମର୍ଡର : ହାଜର ହେଲେନି ପ୍ରତାପ ଜେନା – Ibnodisha

[ad_1]

ମାହାଙ୍ଗା : ମାହାଙ୍ଗା ଡବଲ  ମର୍ଡର ; ହାଜର ହେଲେନି ବିଧାୟକ ପ୍ରତାପ ଜେନା । ନିଜ ଓକିଲଙ୍କ ଜରିଆରେ ଜେଏମଏଫସିରେ ପକ୍ଷ ରଖିଲେ ପ୍ରତାପ । ଆଇପିସି ୨୦୫ ଧାରା ଆବେଦନ କଲେ ପ୍ରତାପଙ୍କ ଓକିଲ । ବ୍ୟକ୍ତିଗତ ହାଜିରାକୁ ବାଦ ଦବାକୁ ଆଇପିସି ୨୦୫ରେ ଆବେଦନ । ପ୍ରତାପଙ୍କ ଆବେଦନ ଗ୍ରହଣ ନ କରିବାକୁ ପ୍ରତିପକ୍ଷଙ୍କ ଆବେଦନ । ଅପରାହ୍ନ ୨ଟା ଉଭୟ ପକ୍ଷଙ୍କ ଆବେଦନ ଉପରେ ଶୁଣାଣି ।

ଗଛରେ ପିଟିଲା କାର, ଗୋଟିଏ ପରିବାରର ୫ ମୃତ

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button