ଅପରାଧ

କନେଷ୍ଟେବଲ ନେଉଥିଲେ ୬ ଲକ୍ଷ! – Ibnodisha

[ad_1]

ବୌଦ୍ଧ : ଭିଜିଲାନ୍ସ ଜାଲରେ ସ୍ପେଶାଲ ଟିମର କନେଷ୍ଟେବଲ । ସ୍ପେଶାଲ ଟିମର କନେଷ୍ଟେବଲ ହରୀଶ ଚନ୍ଦ୍ର ସାହୁ ଧରାପଡିଲେ । ୬ ଲକ୍ଷ ଟଙ୍କା ଧରି ଯାଉଥିବା ବେଳେ ବଘିଆପଡାରୁ ଧରିଲା ଭିଜିଲାନ୍ସ । ସେ ଏତେ ଟଙ୍କା ଧରି କୁଆଡେ ଯାଉଥିଲେ , ତଦନ୍ତ କରୁଛି ଭିଜିଲାନ୍ସ ।

ପତ୍ନୀ ଆଇବ୍ରୋ ସେପ୍‌କୁ ନେଇ ରାଗିଗଲେ ସ୍ୱାମୀ, ଦେଇଦେଲେ ତଲାକ

 

The post କନେଷ୍ଟେବଲ ନେଉଥିଲେ ୬ ଲକ୍ଷ! appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button