ରାଜ୍ୟ
ରେଂଜରୋଭର ଦୁର୍ଘଟଣା: ଯବତୀ ମୃତ – Ibnodisha

[ad_1]
ଭୁବନେଶ୍ୱର: ୨ ବାଇକ୍ ଆରୋହୀଙ୍କୁ ଧକ୍କା ଦେଇଥିଲା ଦାମୀ ରେଂଜରୋଭର କାର୍ । ଜଣେ ଅବସରପ୍ରାପ୍ତ ଯବାନ ଓ ଜଣେ ଯୁବତୀ ଗୁରୁତର ହୋଇଥିଲେ । ଯବାନଙ୍କ ଘର ଭୁବନେଶ୍ୱର ଓ ଯୁବତୀଙ୍କ କଟକରେ ଚିକିତ୍ସା ଚାଲିଥିବା ଖବର ସାମ୍ନାକୁ ଆସିଛି । ôଲା ଦାମୀ ରେଂଜରୋଭର ଗାଡିକୁ ନେଇ ମଧ୍ୟ ପ୍ରଶ୍ନବାଚୀ ଉଠିଥିଲା ।
ସାପ ବିଷ ଯୋଗାଇ ଫସିଲେ ବିଗ୍ ବସ୍ ବିଜେତା ଏଲଭିସ୍ ଯାଦବ
[ad_2]