ରାଜ୍ୟ

କାର୍ତ୍ତିକ ମାସ ପରେ ରତ୍ନଭଣ୍ଡାରର ହେବ ଲେଜର ସ୍କାନିଂ – Ibnodisha

[ad_1]

ପୁରୀ : ପୁରୀ ରତ୍ନଭଣ୍ଡାର ଖୋଲିବାକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ଏବେ ରତ୍ନଭଣ୍ଡାରର ହେବ ଲେଜର ସ୍କାନିଂ । ନଭେମ୍ବର ୨୮ ତାରିଖରେ ଲେଜର ସ୍କାନିଂ ହେବା ନେଇ ନିଷ୍ପତ୍ତି ନିଆଯାଇଛି । କାର୍ତ୍ତିକ ମାସରେ ଭକ୍ତଙ୍କ ଭିଡ ଲାଗିରହୁଥିବାରୁ ଏହି ଲେଜର ସ୍କାନିଂ କାମ କାର୍ତ୍ତିକ ମାସ ପରେ ହେବ ବୋଲି କୁହାଯାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button