ରାଜ୍ୟ

ରତ୍ନ ଭଣ୍ଡାର କାନ୍ଥରେ ଫାଟ! – Ibnodisha

[ad_1]

ପୁରୀ : ଶ୍ରୀମନ୍ଦିର ବାହାର ରତ୍ନ ଭଣ୍ଡାର କାନ୍ଥରେ ହୋଇଛି ଫାଟ । କାନ୍ଥରେ ଫାଟ ଯୋଗୁଁ ଭିତରକୁ ପାଣି ଜକଉଥିବା ଅନୁମାନ । ଫାଟ ନେଇ ଏଏସ୍‌ଆଇ ଲେଜର ସ୍କାନିଂ ରିପୋର୍ଟରୁ ମିଳିଲା ତଥ୍ୟ । ଶ୍ରାମନ୍ଦିର ମୁଖ୍ୟ ପ୍ରଶାସନଙ୍କୁ ଏଏସ୍‌ଆଇ ଦେଇଥିବା ରିପୋର୍ଟରୁ ତଥ୍ୟ । ନଭେମ୍ବର ୨୮ ଓ ୨୯ରେ ବାହାର ରତ୍ନଭଣ୍ଡାର ଲେଡର ସ୍କାନିଂ ହୋଇଥିଲା । ବାବାର ରତ୍ନଭଣ୍ଡାର ଉତ୍ତର ପାଶ୍ୱର୍ର ଲେଜର ସ୍କାନିଂ ହୋଇଥିଲା । କାନ୍ଥର ବିଭିନ୍ନ ସ୍ଥାନରେ ଫାଟ ହୋଇଥିବା ହେଖାଯାଇଥିଲା । ସୃଷ୍ଟି ହୋଇଥିବା ଫାଟରେ ପ୍ଲାଷ୍ଟରିଂ କରାଯିବା ଆବଶ୍ୟକ ରହିଛି । ଫାଟ ଯୋଗୁଁ ଭିତର ଚାମ୍ବରକୁ ପାଣି ଜକେଇପାରେ ବୋଲି ଏଏସ୍‌ଆଇଙ୍କ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button