ରାଜ୍ୟ

ଜଗମୋହନ ମରାମତି ମାମଲା ; ଏଏସଆଇ ସତ୍ୟପାଠ ଅଗ୍ରାହ୍ୟ – Ibnodisha

[ad_1]

ପୁରୀ : ଜଗମୋହନ ମରାମତି ମାମଲା ; ଏଏସଆଇ ର ସତ୍ୟପାଠ ଅଗ୍ରାହ୍ୟ । ସତ୍ୟପାଠ ଅସମ୍ପର୍ଣ୍ଣ ଦର୍ଶାଇ ଅଗ୍ରାହ୍ୟ କଲେ ହାଇକୋର୍ଟ । ସତ୍ୟପାଠ ଅଗ୍ରାହ୍ୟ ପରେ ଫେରାଇନେଲେ ଏଏସଆଇ କର୍ତ୍ତୃପକ୍ଷ । ବିସ୍ତୃତ ଭାବେ ସାନି ସତ୍ୟପାଠ ଦେବାକୁ ନିଦେ୍ର୍ଦଶ ଦେଲେ ହାଇକୋର୍ଟ । ଆସନ୍ତା ୧୫ ତାରିଖରେ ଏନେଇ ସାନି ଶୁଣାଣି ହେବ କହିଲେ । ୨୦୧୭ରୁ ଏଯାବତ ମରାମତି ସଂପର୍କରେ ଜାଣିବାକୁ ଚାହିଁଥିଲେ କୋର୍ଟ ।

ଲୋକଙ୍କର ବି କିଛି ଦାୟିତ୍ୱ ରହୁଛି – ସିପି

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button