ରାଜ୍ୟ
ଅଗ୍ନିକାଣ୍ଡରେ ୨ ଜୀବନ୍ତ ଦଗ୍ଧ – Ibnodisha

[ad_1]
ଥାଣେ : ମହାରାଷ୍ଟ୍ର ଥାଣେରେ ଏକ ଅଘଟଣ ଘଟିଛି। ଥାଣେରେ ଅଗ୍ନିକାଣ୍ଡ ଘଟି ୨ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଥାଣେ ଭିୱାଣ୍ଡିରେ ଏକ ୱେରହାଉସ୍ରେ ନିଆଁ ଲାଗି ୨ ଜଣ ଜଳିଯାଇଛନ୍ତି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଓଭରବ୍ରିଜ ତଳକୁ ଓଲଟିଲା ଟ୍ରକ, ଡ୍ରାଇଭର ମୃତ
[ad_2]