ରାଜ୍ୟ

ପୋଲିସ – ସିପିଆଇଏମ୍ କର୍ମୀ ଧସ୍ତାଧସ୍ତି – Ibnodisha

[ad_1]

ଭୁବନେଶ୍ୱର : ବଣାଇ ବ୍ଲକ କାର୍ଯ୍ୟାଳୟରେ ଧସେଇ ପଶିଲେ ସିପିଆଇଏମ୍ କର୍ମୀ । ୧୮ ଦଫା ଆନେ୍ଦାଳନ ବେଳେ ଧସେଇ ପଶିଲେ । ଅଟକାଇବାକୁ ଉଦ୍ୟମ ବେଳେ ପୋଲିସ ସହ କର୍ମୀଙ୍କ ଧସ୍ତାଧସ୍ତି । ବାର୍ଦ୍ଧକ୍ୟ ଭତ୍ତା ୨ ହଜାରରୁ ବୃଦ୍ଧି ସମେତ ବିଭିନ୍ନ ଦାବିରେ ଆନେ୍ଦାଳନ ।

କୋହଲି ବିଶ୍ବର ଶ୍ରେଷ୍ଠ ବ୍ୟାଟସମ୍ୟାନ : ପଣ୍ଟିଂ

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button