ଅପରାଧ

ପାରିବାରିକ କଳହକୁ କେନ୍ଦ୍ର କରି ଭାଇକୁ ଏସିଡ୍ ମାଡ କଲା ଭାଇ – Ibnodisha

[ad_1]

ଭୁବନେଶ୍ୱର : ଭାଇ ହେଲା ଭଗାରୀ । ପାରିବାରିକ କଳହକୁ କେନ୍ଦ୍ର କରି ଭାଇକୁ ଭାଇ ଏସିଡ୍ ମାଡ କରିଛି । ଏମିତି କିଛି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଗଡ଼ଗଁପୁର ଗାଁର ଲତାବିଲ ସାହିରେ । ସୂଚନା ଅନୁସାରେ ଜମି ବାଡିକୁ କେନ୍ଦ୍ର କରି ଗଡଗହଁପୁର ଗାଁରେ ରହୁଥିବା ଭାଗିରଥୀ ନାୟକ ଏବଂ ତାଙ୍କ ଭାଈ ମାନଙ୍କ ମଧ୍ୟରେ ସବୁବେଳେ ବିବାଦ ଲାଗିରହୁଥିଲା । ପୂର୍ବରୁ ଜମିବାଡିକୁ ନେଇ ବହୁବାର ଝଗଡା ଲାଗୁଥିଲା ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button