ରାଜନୀତି

ନିର୍ବାଚନ ବେଳେ ଏକଥା ଉଠେ–ଭୂପିନ୍ଦର – Ibnodisha

[ad_1]

ଭୁବନେଶ୍ୱର : କୋଶଳ ପ୍ରସଙ୍ଗରେ ବିଜେଡି ବିଧାୟକ ଭୂପେନ୍ଦର ସିଂଙ୍କ ପ୍ରତିକ୍ରିୟା । ନିର୍ବାଚନ ଆସିଲେ ଏକଥା ଉଠେ, ଏହା ନୂଆ ନୁହେଁ କହିଲେ ଭୂପିନ୍ଦର । ଦାବି କରିବା ଅଧିକାର ସମସ୍ତଙ୍କର ଅଛି , ଆଜି କରିବାର ମାନେ କଣ । ସମୟ ଥିଲା ଭାଗ ହେବାର ଦାବି ଉଠୁଥିଲା, ଦରକାର ବି ଥିଲା । ଆଜି ଚିତ୍ର ବଦଳିଛି, ଆମ ସରକାର ପଶ୍ଚିମ ଓଡିଶାକୁ ପ୍ରାଧାନ୍ୟ ଦେଇଆସୁଛନ୍ତି । କଳାକାରଙ୍କ ବିବାଦକୁ ନେଇ ପୂର୍ବ ପଶ୍ଚିମ ଭାଗ ଚିନ୍ତା କରିବା ଠିକ୍ ନୁହେଁ । ନିର୍ବାଚନ ଆସିଲେ ଏକାଥା ଉଠେ , ଏହା ନୂଆ ନୁହେଁ, ଲୋକ ସବୁ ବୁଝିଲେଣି ।

ଭାରତୀୟ ରେଳବାଇର “ୱାନ୍ ଷ୍ଟେସନ୍ ୱାନ୍ ପ୍ରଡକ୍ଟ” ଯୋଜନା ବର୍ତ୍ତମାନ ଦେଶର ୧,୦୩୭ ଷ୍ଟେସନରେ କାର୍ଯ୍ୟକ୍ଷମ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button