ରାଜନୀତି
ସୌମ୍ୟଙ୍କୁ ଚ୍ୟାଲେଞ୍ଜ କଲେ ଅନୁଭବ – Ibnodisha

[ad_1]
ବ୍ୟୁରୋ : ସୌମ୍ୟ ପଟ୍ଟନାୟକଙ୍କୁ ପୁଣି ଚ୍ୟାଲେଞ୍ଜ କଲେ ଅନୁଭବ ପଟ୍ଟନାୟକ | ଦଳୀୟ ସାଥି ତଥା ଖଣ୍ଡପଡ଼ାର ପୂର୍ବତନ ବିଧାୟକ ଅନୁଭବଙ୍କ ଚ୍ୟାଲେଞ୍ଜ | ଓଡିଶା ବାସୀଙ୍କ ପାଖରେ ସୌମ୍ୟଙ୍କ ଗୁମର ପାଦରେ ପଡିଛି ବୋଲି କହିଲେ | କଲି ୫-ଟି ସଚିବଙ୍କ ବାବଦ ଆଲେଖ୍ୟକୁ ନେଇ ଚ୍ୟାଲେଞ୍ଜ କରିଥିଲି | ନବୀନଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବାକୁ କେଉଁ ମିଟିଂରେ କହିଥିଲେ ପଚାରିଥିଲି | ଏନେଇ ସେ କୌଣସି ପ୍ରମାଣ ଦେଇ ପାରିନାହାନ୍ତି କହିଛନ୍ତି ଅନୁଭବ | ୫-ଟି ସଚିବଙ୍କ ଗସ୍ତରେ ୩୦୦କୋଟି ଖର୍ଚ୍ଚ ଲେଖାର ପ୍ରମାଣ ଦେଇନାହାନ୍ତି | ମୁ ତାଙ୍କୁ ୧୨ ଘଣ୍ଟା ଦେଇଥିଲି , ଏହା ଭିତରେ ୨୪ ଘଣ୍ଟା ପୂରିଛି | ଏବେ ସୌମ୍ୟ ପଟ୍ଟନାୟକ ଜଣେ ମିଛୁଆ ବୋଲି ପ୍ରମାଣିତ ହୋଇଛନ୍ତି | ଅଧିକାଂଶ ଜାଣିଛନ୍ତି ସେ ଖବର କାଗଜକୁ ସ୍ୱାର୍ଥ ପାଇଁ ବ୍ୟବହାର କରୁଛନ୍ତି | ଏପରି ମିଛ କହିଥିବାରୁ ସେ ବିଧାୟକ ପଦରୁ ଇସ୍ତଫା ଦେଇପାରିବେ କି | ଯଦି ସତସହସ ଅଛି ତେବେ ଆଉ ଠାରେ ଖଣ୍ଡପଡ଼ାରୁ ପ୍ରତିଦ୍ୱନ୍ଦ୍ୱିତା କରନ୍ତୁ |
[ad_2]