ରାଜନୀତି
କଂଗ୍ରେସର ଡିମାଣ୍ଡ ସ୍ଥିତି ନାହିଁ-ପଞ୍ଚାନନ – Ibnodisha

[ad_1]
ଭୁବନେଶ୍ୱର : ନିର୍ବାଚନରେ କଂଗ୍ରେସ ଟିକେଟ ପାଇଁ ଟଙ୍କା କାରବାର ପ୍ରସଙ୍ଗ । ପ୍ରସଙ୍ଗ ଉପରେ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନ୍ଗୋଙ୍କ ପ୍ରତିକ୍ରିୟା । ଟଙ୍କା କାରବାର ଘଟଣା ଯଦି ସତ ହୋଇଥାଏ, ତେବେ ସାଂଘାତିକ । ଡିମାଣ୍ଡ ଥାଇ ସପ୍ଲାଇ କମ୍ ଥିଲେ ଟଙ୍କା କାରବାର ହୁଏ । କଂଗ୍ରେସରେ ସେଭଳି ସ୍ଥିତି ନାହିଁ, ଯିଏ ଦେଇଥିବ ଠକାମିରେ ପଡିବ ।
ଯୌତୁକ ଜୁଇରେ ଜଳିଲା ଆଉ ଜଣେ ନବବଧୂ
[ad_2]