ରାଜନୀତି

ବାହାର ଲୋକଙ୍କୁ ହଟାଅ : ଅଜୟ କୁମାର – Ibnodisha

[ad_1]

ଭୁବନେଶ୍ବର: ଭୁବନେଶ୍ୱରରେ ପିସିସି ନୂଆ ପ୍ରଭାରୀ ଅଜୟ କୁମାରଙ୍କ ରାଲି । ଏୟାରପୋର୍ଟରେ ପହଞ୍ôଚବା ପରେ କଂଗ୍ରେସ ଭବନ ଅଭିମୁଖେ ରାଲି । ରାଲିରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଅଜୟ କୁମାର । କହିଲେ ବାହାର ଲୋକ ଓଡିଶା ଚଳାଉଛନ୍ତି । ସେ କହିଛନ୍ତି, ବାହାର ଲୋକଙ୍କୁ ହଟାଅ, ଓଡ଼ିଶା ବଞ୍ଚାଅ ନାରା ଦେଲେ । ଓଡିଆଙ୍କ ପାଇଁ ଓଡିଶା, ବାହାର ଲୋକଙ୍କୁ ହଟାଅ । ପ୍ରତ୍ୟେକ ଓଡିଶାବାସୀ ଏହା ଚାହୁଁଛନ୍ତି କହିଲେ ଅଜୟ । ବିଜେପି-ବିଜେଡି ଏକ; ଓଡିଶାରେ ଇଡି, ସିବିଆଇ ରେଡ୍ କାହିଁକି ହେଉନି । ଲୋକ କଂଗ୍ରେସକୁ ପସନ୍ଦ କରୁଛନ୍ତି ଆମକୁ ଆମ ଶକ୍ତିକୁ ଜାଣିବାକୁ ହେବ । ଓଡ଼ିଶା ଫର ଓଡ଼ିଆ, ଅଫ ଓଡ଼ିଆ, ବାୟ ଓଡ଼ିଆ। ବାହାର ଲୋକ ଓଡ଼ିଶାରେ ଚାକିରି, ମାଇନିଂ ଓ ରାଜନୀତିକୁ ଅକ୍ତିଆର କରିଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button