ରାଜନୀତି

ଭୁଲ ହୋଇଗଲା ଅପା-ଭାଇନାଙ୍କ ଗଣିତ

ବିଜେପି ହାତରୁ ଅଳ୍ପକେ ଖସିଗଲା ନିମାପଡ଼ା ଏନଏସି । ଭଇନା-ଅପା ଦୁହେଁ ମିଶି ରଣନିତୀ କରିଥିଲେ ବି ଫେଲ୍ ମାରିଗଲେ । ଆଠ ସଦସ୍ୟଙ୍କ ସ୍ୱାକ୍ଷରରେ ଅନାସ୍ଥା ପ୍ରସ୍ତାବ ଗଲା କିନ୍ତୁ ଭୋଟିଂ ବେଳେ ସାତ ସଦସ୍ୟ ଭୋଟ ଦେଲେ । ଜଣେ ଅବୁଝା କାଉନସିଲଙ୍କୁ ମନାଇପାରିଲାନି ବିଜେପି । ଏପଟେ ସୁଯୋଗ ଅପେକ୍ଷାରେ ଥିବା ବିଜେଡି ଝାମ୍ପ ମାରିନେଲା ।

 

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button