ଅପରାଧ

ଠକେଇ ଅଭିଯୋଗରେ ୱେବ୍ ସାମ୍ବାଦିକ ଗିରଫ – Ibnodisha

[ad_1]

ଭୁବନେଶ୍ୱର : ବିଲ୍‌ଡରଙ୍କୁ ଠକେଇ ଅଭିଯୋଗରେ ୱେବ୍ ସାମ୍ବାଦିକ ଗିରଫ । ୱେବ୍ ସାମ୍ବାଦିକ ସୁରଜତି ଧଳଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ । ବ୍‌ଲଡର କଳିଙ୍ଗ କେଶରୀ ରଥଙ୍କ ଏତଲା ଆଧାରରେ ଗିରଫ । ସୁରଜତି ବିଭିନ୍ନ ପ୍ରଲୋଭନ ଦେଖାଇ ଠକିଥିବା ଏତଲା କରିଥିଲେ । ସରକାରୀ କ୍ଲିଅରାନ୍ସ କରାଇଦବା ଲୋଭ ଦେଖାଇ ଠକିବା ଏତଲା । ଲୋଭ ଦେଖାଇ ଏକକୋଟି ଟଙ୍କା ଓ ୨ଟି ଦାମୀ କାର ହାତେଇବା ଅଭିଯୋଗ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button