ରାଜ୍ୟ
୨ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର – Ibnodisha

[ad_1]
ବାସୁଦେବପୁର : ୨ ନିଖୋଜ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର । ଖୋଜାଖୋଜି ପରେ ମୃତଦେହ ଉଦ୍ଧାର କଲେ ସାଥୀ ମତ୍ସ୍ୟଜୀବୀ । ୨ ମୃତମତ୍ସ୍ୟଜୀବୀ ନୂଆଗାଁ ପଞ୍ଚାୟତ ଉଆଡ ଗାଁର । ସମୁଦ୍ରରେ ମାଛ ଧରିବା ବେଳ ଡଙ୍ଗାରୁ ଖସି ନିଖୋଜ ଥିଲେ ।
ପୋଖରୀରେ ବୁଡି ଭାଇଭଉଣୀ ମୃତ
[ad_2]




