ରାଜ୍ୟ
ଫେବୃଆରୀ ୧୬ରୁ ଖଣ୍ଡଗିରି କୁମ୍ଭମେଳା – Ibnodisha

[ad_1]
ଭୁବନେଶ୍ବର: ଫେବୃଆରୀ ୧୬ ତାରିଖରୁ ଆରମ୍ଭ ହେବ ଖଣ୍ଡଗିରି କୁମ୍ଭମେଳା । ଏନେଇ ବିଏମସିର ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ପ୍ରସ୍ତୁତି ବୈଠକ । ଏହି ମେଳା ୧୬ ରୁ ଆରମ୍ଭ ହୋଇ ୨୪ ତାରିଖ ଯାଏଁ ଚାଲିବାନେଇ ବୈଠକରେ ନିଷ୍ପତ୍ତି । ଶୃଙ୍ଖଳିତ ଓ ସଠିକ ଭାବେ ମେଳା ପରିଚାଳନା ପାଇଁ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଛି । ପୂର୍ବ ବର୍ଷ ଅପେକ୍ଷା ଏଥର ମେଳାକୁ ଆହୁରି ସରସ ସୁନ୍ଦର କରିବାକୁ ଯୋଜନା କରାଯାଉଥିବା କହିଛି ବିଏମସି ।
The post ଫେବୃଆରୀ ୧୬ରୁ ଖଣ୍ଡଗିରି କୁମ୍ଭମେଳା appeared first on ONA KHABAR.
[ad_2]