ରାଜ୍ୟ

୨୦ ଜଣଙ୍କୁ ରାଜ୍ୟପାଳ ପୋଲିସ୍ ମେଡାଲ – Ibnodisha

[ad_1]

ଭୁବନେଶ୍ୱର : ୨୦୨୩ ବର୍ଷ ପାଇଁ ରାଜ୍ୟ ପୋଲିସ ମେଡାଲ ତାଲିକା ପ୍ରକାଶ । ୨ ଆଇଜି ସମେତ ୨୦ ପୋଲିସ ଅଥିକାରୀ ପାଇବେ ରାଜ୍ୟପାଳ ପଦକ । ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ, କ୍ରାଇମବ୍ରାଞ୍ଚ ଆଇଜି ସଫିନ ଅହମ୍ମଦଙ୍କୁ ମେଡାଲ । ଗଞ୍ଜାମ ଏସପି ଜଗମୋହନ ମୀନା, ସମ୍ବଲପୁର ଏସପି ମୁକେଶ ଭାମୁ ପାଇବେ ମେଡାଲ । ବିପିଏସପିର ଅତିରିକ୍ତ ଏସପି ଉଦୟଭାନୁ ମିଶ୍ର ପାଇବେ ରାଜ୍ୟପାଳ ମେଡାଲ । ଏସପି ମାନଓ ଗଡନାୟକ ପାଇବେ ରାଜ୍ୟପାଳ ପଦକ ପୁରସ୍କାର ।

ଯୌତୁକ ଜୁଇରେ ଜଳିଲା ଆଉ ଜଣେ ନବବଧୂ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button