ରାଜ୍ୟ

ମହାଜନୀ କାରବାର ପାଇଁ ହିଂସା : ଅପରାଜିତା – Ibnodisha

[ad_1]

ଭୁବନେଶ୍ୱର : ଭୁବନେଶ୍ୱର ପଦ୍ମକେଶରୀପୁର ଗାଁରେ ଗୋଷ୍ଠୀସଂଘର୍ଷ ଘଟଣା । ପ୍ରଶାସନକୁ ସିଧା ନିଶାମା କଲେ ସାଂସଦ ଅପରାଜିତା ଷଡଙ୍ଗୀ । ବେଆଇନ ସୁଧ କାରବାର ପାଇଁ ହିଂସାକାଣ୍ଡ ଘଟିଥିବା କହିଲେ ଅପରାଜିତା । ୩ ମାସ ହଲାଣି ସେଠାରେ ଭୟର ବାତାବରଣ ଲାଗିରହିଛି । ୧୫୫ ଜଣଙ୍କୁ ପୋଲିସ ଗିରଫ କରିଛି , ସେଥିରେ ୫୪ ଜଣ ମହିଳା । ଗାଁ ଜନଶୂନ୍ୟ , ବୃଦ୍ଧାବୃଦ୍ଧା ଛୋଟପିଲା ଅସହାୟ ଅବସ୍ଥାରେ ରହିଛନ୍ତି । ପଦ୍ମକେଶରୀପୁରରେ ବ୍ୟାପକ ଭାବେ ବେଆଇନ ସୁଧ କାରବାର ଚାଲିଛି । ବିଜେଡି ପ୍ରୋସôାହନରେ ସେଠାରେ ମହାଜନୀ କାରବାର ଚାଲିଛି । ମନି ଲଣ୍ଡରିଂ ଆକ୍ଟର ଖୋଲା ଉଲ୍ଲଂଘନ କରାଯାଉଛି ବୋଲି କହିଛନ୍ତି ଅପରାଜିତା ।

ଘରେ ରଖନ୍ତୁ ଫେଙ୍ଗ୍‌ସୁଇ ପିରାମିଡ୍‌; ଦୂର ହେବ ବାସ୍ତୁଦୋଷ

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button