ରାଜ୍ୟ

ସନ୍ଦେହରୁ ପତ୍ନୀକୁ ଛୁରାମାଡ ! – Ibnodisha

[ad_1]

ଭୁବନେଶ୍ୱର : ବରମୁଣ୍ଡା କୃତ୍ତିବନ୍ଧୁ ଆପାର୍ଟମେଣ୍ଟରେ ମହିଳାଙ୍କୁ ସ୍ୱାମୀଙ୍କ ଛୁରାମାଡ ଘଟଣା । ସନେ୍ଦହ ଓ ରାଗରେ ସ୍ୱାମୀ ଛୁରା ମାଡ କରିଥିବା କହିଲେ ଏସିପି-୩ । ୨୦୧୮ରେ ବାହା ହୋଇଥିଲେ, ସେମାନଙ୍କର ୫ ବର୍ଷର ପୁଅ ଅଛି । କୌଣସି ବିବାଦରୁ ୨ ବର୍ଷ ହେଲା ମହିଳାଜଣକ ତାଙ୍କ ଗାଁରେ ରହୁଥିଲେ । ପ୍ରତିପୋଷଣ ପାଇଁ ଗଲା ସପ୍ତାହେ ହେଲା ଏଠାରେ ଚାକିରି କରୁଥିଲେ । ଗତକାଲି ଅଭିଯୁକ୍ତ ସେଠି ପହଞ୍ଚô ପତ୍ନୀଙ୍କୁ ଡାକି ଛୁରା ମାଡ କରିଥିଲା । ବଡବାପାଙ୍କ ଶୁଦ୍ଧିକ୍ରିୟାକୁ ନଯିବାରୁ ରାଗରେ ଛୁରା ମରିଥିବା କହିଛି । କୌଣସି କାରଣରୁ ପତ୍ନୀଙ୍କ ଉପରେ ଅଭିଯୁକ୍ତର ମନେ୍ଦହ ମଧ୍ୟ ରହିଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button