ରାଜ୍ୟ
ଜଳବାୟୁ ପରିବର୍ତ୍ତନରୁ ଓଡ଼ଶ ବଂଶ ବୃଦ୍ଧି – Ibnodisha

[ad_1]
ଦକ୍ଷିଣ କୋରିଆରେ ଡିଡିଟି କୀଟନାଶକ ପ୍ରୟୋଗ ଯୋଗୁଁ ୧୯୬୦ରୁ ୧୯୭୦ ଦଶକ ମଧ୍ୟରେ ଓଡ଼ଶ ବଂଶ ପ୍ରାୟତଃ ନିପାତ ହୋଇଯାଇଥିଲେ, କିନ୍ତୁ ଏବେ ଡିଡିଟି ବ୍ୟବହାରକୁ ନିଷେଧ କରାଯାଇଛି। ଓଡ଼ଶ ବୃଦ୍ଧି ଘଟିଲେ ରିପୋର୍ଟ ଗ୍ରହଣ ପାଇଁ ସିଓଲ ସିଟିରେ ଏକ କଲ୍ ସେଣ୍ଟର ଖୋଲାଯାଇଛି। ଫୋନ୍ କରିବା ମାତ୍ରେ ନିୟନ୍ତ୍ରଣ ପାଇଁ ଅଧିକାରୀ ପହଞ୍ଚୁଛନ୍ତି। ୩ଟି ପର୍ଯ୍ୟାୟରେ କୀଟାଣୁନାଶକ ପ୍ରୟୋଗ ପାଇଁ ନିର୍ଦେଶ ଦିଆଯାଇଛି।
[ad_2]