ରାଜନୀତି

କ୍ୟାବିନଟ ନିଷ୍ପତ୍ତି ମାଚୁ୍ୟଅର୍ଡ ହୋଇନି : ସୁଦାମ ମାର୍ଣ୍ଡି – Ibnodisha

[ad_1]

ଭୁୁବନେଶ୍ୱର : ଆଦିବାସୀଙ୍କ ଜମି ବିକ୍ରି ସଂପର୍କୀତ କ୍ୟାବିନେଟ ନିଷ୍ପତ୍ତି ସ୍ଥଗିତ ପ୍ରସଙ୍ଗା ଏନେଇ ପୁଣି ସ୍ପଷ୍ଟୀକରଣ ଦେଲେ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି । ଏନେଇ ଯେଭଳି ମାଚୁ୍ୟଅର୍ଡ ନିଷ୍ପତ୍ତି ନେବା କଥା ହୋଇନି କହିଲେ ମନ୍ତ୍ରୀ । କ୍ୟାବିନେଟ ନିଷ୍ପତ୍ତିି ଯେମିତି ମାଚୁ୍ୟଅର୍ଡ ହେବା କଥା , ସେମିତି ହୋଇନି । ସେଥିପାଇଁ ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ଏହି ନିଷ୍ପତ୍ତିକୁ ସ୍ଥଗିତ ରଖିଛନ୍ତି । ଆଦିବାସୀଙ୍କ ବିକାଶରେ ମୁଖ୍ୟମନ୍ତ୍ରୀ ସବୁବେଳେ ଆଗରେ ବୋଲି କହିଲେ ମନ୍ତ୍ରୀ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button