ରାଜ୍ୟ

ଆଦିବାସୀଙ୍କ ଜମି କିଣାବିକା ବିବାଦକୁ ନେଇ ୪ଟା ଯାଏଁ ଗୃହ ମୁଲତବି – Ibnodisha

[ad_1]

ଭୁବନେଶ୍ୱର: ଆଜି ବିଧାନସଭାରେ ଶୀତ ଅଧିବେଶନର ଦ୍ୱିତୀୟ ଦିନ। ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ ପାଇଁ  ୪ଟା ପର୍ଯ୍ୟନ୍ତ ବାଚସ୍ପତି ପ୍ରମିଳା ମଲ୍ଲିକ ଗୃହକୁ ମୁଲତବି ଘୋଷଣା କରିଛନ୍ତି। ଗୃହର ମଧ୍ୟ ଭାଗକୁ ଆସି ପ୍ଲାକାର୍ଡ ଧରି ବିରୋଧୀ ହୋହଲ୍ଲା ସହ ନାରାବାଜି କରିଛନ୍ତି। ଆଦିବାସୀଙ୍କ ଜମି କିଣାବିକା ବିବାଦକୁ ନେଇ ହଟ୍ଟଗୋଳ ହୋଇଛି। ଏହାପରେ ଗୃହକୁ ମୁଲତବି ଘୋଷଣା କରାଯାଇଛି।

୧୨ଟା ପର୍ଯ୍ୟନ୍ତ ଗୃହ ମୁଲତବି

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button