ରାଜ୍ୟ

ରାଜ୍ୟ ବାହାରେ ୧୫୩ ଶ୍ରମିକ ମୃତ – Ibnodisha

[ad_1]

ଭୁବନେଶ୍ୱର: ୩ ବର୍ଷରେ ରାଜ୍ୟରେ ୧୫୩ ଶ୍ରମିକଙ୍କ ରାଜ୍ୟ ବାହାରେ ମୃତ୍ୟୁ ଘଟିଛି । ବିଜେଡି ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନରେ ଶ୍ରମ ମନ୍ତ୍ରୀ ନିଜ ଉତ୍ତର ରଖିଛନ୍ତି । ବିଭିନ୍ନ ରାଜ୍ୟରୁ ୧୪୩ ଓ ବିଭିନ୍ନ ଦେଶରୁ ୧୦ ମୃତଦେହ ଫେରିଛି । କଳାହାଣ୍ଡିରୁ ସର୍ବାଧିକ ୨୯ ଜଣ ଶ୍ରମିକଙ୍କ ମୃତଦେହ ଫେରିଛି ।

ମନ୍ତ୍ରୀମଣ୍ଡଳ କାହାଦ୍ୱାରା ପରିଚାଳିତ?: ନରସିଂହ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button