ରାଜ୍ୟ
ସମୁଦ୍ରରେ ଡେଇଁଲେ କୋକେନ ଅଭିଯୁକ୍ତ ! – Ibnodisha

[ad_1]
ପାରାଦୀପ: ଜାହାଜରୁ ୨୨୦ କୋଟି କୋକେନ ଜବତ ଘଟଣା । ଅଟକ ଥିବା ଜଣେ କ୍ରିଉ ମେମ୍ବର ହାତ କାଟି ସମୁଦ୍ରକୁ ଜେଇଁଲେ । ସମୁଦ୍ରରୁ ଉଦ୍ଧାର କ୍ରିଉ ମେମ୍ବରଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର ହୋଇଥିବା ସୂଚନା ରହିଛି । କ୍ରିଉ ମ୍ବେର ଆତ୍ମହତ୍ୟା ନା ଖସିବାକୁ ଉଦ୍ୟମ କରୁଥିଲେ ତାହା ଏବେ ଯାଏଁ ଜଣାପଡିନାହିଁ ।
[ad_2]