ରାଜ୍ୟ

ପୁଣି ମାତିଲେ ମାଓବାଦୀ; ଜାଳିଦେଲେ ୧୪ଟି ଗାଡ଼ି – Ibnodisha

[ad_1]

ମାଲକାନଗିରି : ମାଓବାଦୀଙ୍କ ଲଙ୍କାକାଣ୍ଡ । ୧୪ଟି ଗାଡ଼ି ଜାଳିଦେଲେ ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଦନ୍ତେୱାଡା ଜିଲ୍ଲାର ଭାଁସି ନିକଟରେ ରେଲୱେ ଲାଇନ୍ ଦୋହରକରଣ ପାଇଁ ନିୟୋଜିତ ଥିବା ଗାଡ଼ିକୁ ଜାଳି ଦେଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ସର୍ଚ୍ଚ ଅପରେସନ ଜୋରଦାର କରିଛି । ଏନେଇ ସୂଚନା ଦେଇଛନ୍ତି ଦନ୍ତେୱାଡା ASP ଆର କେ ବର୍ମନ ।

The post ପୁଣି ମାତିଲେ ମାଓବାଦୀ; ଜାଳିଦେଲେ ୧୪ଟି ଗାଡ଼ି appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button