ରାଜ୍ୟ
ସିଲିଣ୍ଡର ଫାଟି ଯିବାରୁ ହୋଟେଲରେ ଲାଗିଲା ନିଆଁ – Ibnodisha

[ad_1]

ଢେଙ୍କାନାଳ:ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ତହସିଲ ଅଫିସ ନିକଟସ୍ଥ ଶାନ୍ତି ହୋଟେଲରେ ଅଗ୍ନକାଣ୍ଡ । ହଠାତ ହୋଟେଲ ଭିତରେ ଥିବା ଗ୍ୟାସ ଟାଙ୍କିରେ ନିଆଁ ଲାଗି ଯାଇଥିଲା । ଫଳରେ ଗ୍ରାହକ ଓ ହୋଟେଲ ଷ୍ଟାଫଙ୍କ ଭିତରେ ଭୟର ବାତାବରଣ ଦେଖିବାକୁ ମିଳିଥିଲା । ଆଜି ସକାଳୁ ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା ।
The post ସିଲିଣ୍ଡର ଫାଟି ଯିବାରୁ ହୋଟେଲରେ ଲାଗିଲା ନିଆଁ appeared first on ONA KHABAR.
[ad_2]




