ରାଜ୍ୟ
କାର୍ତ୍ତିକ ପୂର୍ଣ୍ଣମୀରେ ଅଘଟଣ, ପୋଖରୀରେ ବୁଡ଼ି ବାଳିକା ମୃତ – Ibnodisha

[ad_1]
ସୋର: କାର୍ତ୍ତିକ ପୂର୍ଣ୍ଣମୀରେ ପୋଖରୀରେ ବୁଡ଼ି ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଛି। ଭଦ୍ରକ ବାସୁଦେବପୁର ପଣୁଆ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଆଜି କାର୍ତ୍ତିକ ପୂର୍ଣ୍ଣିମା ଥିବାରୁ ପଣୁଆ ଗାଁ ପୋଖରୀରେ ବହୁ ଶ୍ରଦ୍ଧାଳୁ ଡଙ୍ଗା ଭସାଇଥିଲେ। ପୋଖରୀରେ ଭସା ଯାଇଥିବା ଡଙ୍ଗା ଆଣିବାବେଳେ ନାବାଳିକା ଜଣକ ବୁଡ଼ିଯାଇଥିଲେ। ପୋଖରୀରେ ବୁଡ଼ି ଯିବାରୁ ନାବାଳିକାଙ୍କ ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି।
ତିନି ଝିଅଙ୍କୁ ହତ୍ୟା କରି ଥାନାରେ ପହଞ୍ଚିଲା ବାପା
[ad_2]




