ରାଜ୍ୟ
ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଲେଜର ସ୍କାନିଂ ଆରମ୍ଭ – Ibnodisha

[ad_1]
ପୁରୀ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂ ଆରମ୍ଭ । ଏକ ୧୫ ଜଣିଆ ଟିମକୁ ନେଇ ହେବ ଲେଜର ସ୍କାନିଂ । ଆର୍ଟିଷ୍ଟିକ, ସର୍ଭେଲାନ୍ସ, ଫଟୋଗ୍ରାଫି ଟିମ୍ ସାମିଲ । ଏଏସଆଇ କୋର୍ କମିଟି ସଦସ୍ୟ, ଶ୍ରୀମନ୍ଦିର ବୈଷୟିକ ଟିମ୍ ଉପସ୍ଥିତ ।
ଭବିଷ୍ୟତର ନେତୃତ୍ୱ ନେଉଥିବା ବିଦ୍ୟାର୍ଥୀ ସୃଷ୍ଟି କରୁଛି ଉତ୍କଳ:କୁଳପତି
The post ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଲେଜର ସ୍କାନିଂ ଆରମ୍ଭ appeared first on ONA KHABAR.
[ad_2]