ରାଜ୍ୟ

ବିଚରାସ୍ତାରେ ରୋଡ ରୋମିଓଙ୍କ ଉନ୍ମତ୍ତ କାଣ୍ଡ – Ibnodisha

[ad_1]

ସମ୍ବଲପୁର : ସମ୍ବଲପୁର ଜିଲ୍ଲାରେ ରୋଡ ରୋମିଓଙ୍କ ଦେଖିବାକୁ ମିଳିଛି ଉନ୍ମତ୍ତ କାଣ୍ଡ । ରାତିରେ ଘରକୁ ଫେରୁଥିବା ବେଳେ ଯୁବତୀଙ୍କୁ କମେଣ୍ଟ ମାରିବା ସହ ରାସ୍ତା ଉପରେ ଗୋଡାଇଲେ ଯୁବକ। ତେବେ ଏପରି ଯୁବକ ଜଣଙ୍କ ଯୁବତୀଙ୍କୁ ଗୋଡାଇବାରୁ ଭୟରେ ଦୌଡିବା ଦ୍ୱାରା ଗୋଡରେ ଗୋଡ ଛନ୍ଦି ହୋଇ ତଳେ ପଡିଯାଇ ଅଚେତ ହୋଇଯାଇଥିଲେ। ବାଟରେ ଯାଉଥିବା କିଛି ଲୋକମାନେ ତାଙ୍କୁ ଉଦ୍ଧାର କରିବା ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଚିକିତ୍ସା କରାଯାଇଛନ୍ତି। ତେବେ ବର୍ତ୍ତମାନ ଯୁବତୀଙ୍କ ଅବସ୍ଥା ଭଲ ଥିବା ଜଣାପଡିଛି । ତେବେ ଆହତ ଯୁବତୀ ଜଣଙ୍କ ମଲରେ ସେଲସ ଗର୍ଲ ଭାବେ କାମ କରନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button