ଅପରାଧ

ଛାତ୍ରୀଙ୍କୁ ଯୌନ ନିର୍ଯାତନା : ଶିକ୍ଷକ ଅଟକ – Ibnodisha

[ad_1]

ସମ୍ବଲପୁର : ଏକ ଇଂଲିଶ ମିଡିୟମ ସ୍କୁଲରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା । ଯୌନ ନିର୍ଯାତନା ନେଇ ବରେଇପାଲି ଥାନାରେ ମାମଲା ରୁଜୁ । ସଂପୃକ୍ତ ଛାତ୍ରୀ ଓ ସ୍କୁଲ ଅଧ୍ୟକ୍ଷଙ୍କ ଏତଲା ଆଧାରରେ ମାମଲା । ମାମଲା ରୁଜୁ ପରେ ଅଭିଯୁକ୍ତ ଶିକ୍ଷକଙ୍କୁ ଉଠାଇ ନେଲା ପୋଲିସ । ସ୍କୁଲରେ ପହଞ୍ଚôଲେ ଉପଜିଲ୍ଲାପାଳ, ତହସିଲଦାର, ଥାନାଧିକରୀ ।

ଲେଜର ସ୍କାନିଂ ଶେଷ-ଏଏସଆଇ

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button