ରାଜ୍ୟ
ଯୁବ ବିଜେଡି ନେତାଙ୍କୁ ହତ୍ୟା ! – Ibnodisha

[ad_1]
ଫୁଲବାଣୀ: ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିବା ସୂଚନା ରହିଛି । ଦଡକି ପଂଚାୟତ ନିର୍ବାହୀ ଅଧିକାରୀଙ୍କ କ୍ୱାର୍ଟର୍ସରୁ ମୃତଦେହ ହୋଇଥିବା ଖବର ସାମ୍ନାକୁ ଆସିଛି । ମୃତ ଯୁବକ ବିଜୁ ଜନତା ଦଳର ଜିଲ୍ଲା ଉପସଭାପତିଙ୍କ ସୂଚନା ରହିଛି । ଯୁବକଙ୍କୁ ହତ୍ୟା ସନ୍ଦେହ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି ।
ଆଜି ବିଶ୍ୱ ଏଡ୍ସ ଦିବସ
The post ଯୁବ ବିଜେଡି ନେତାଙ୍କୁ ହତ୍ୟା ! appeared first on ONA KHABAR.
[ad_2]