ରାଜ୍ୟ

ରାଲି ବେଳେ ଗୋଡାଇ ଗୋଡାଇ ମାରିଲେ ମହୁମାଛି – Ibnodisha

[ad_1]

ଉମରକୋଟ: ରାଲି ବେଳେ ଗୋଡାଇ ଗୋଡାଇ ମାରିଲେ ମହୁମାଛି । ବିଜେପିର ରାଇଘର ବ୍ଲକ ଗେରାଉ ବେଳେ ମହୁମାଛିଙ୍କ ଆକ୍ରମଣ ହୋଇଥିବା ଖବର ସାମ୍ନାକୁ ଆସିଛି । ପ୍ରାୟ ୫୦ ଜଣ କର୍ମୀଙ୍କୁ ଗୋଡାଇ ଗୋଡାଇ କାମୁଡିଲେ ମହୁମାଛି ଆଉ ସେଥିମଧ୍ୟରୁ ୧୫ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କ ନେତୃତ୍ୱରେ ବ୍ଲକ ଘେରାଉ ବେଳେ ଏହିଭଳି ଅଘଟଣ ହୋଇଥିବାର ଦେଖିବାକୁ ମିଳିଥିଲା ।

ଯୁବ ବିଜେଡି ନେତାଙ୍କୁ ହତ୍ୟା !

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button