ଅପରାଧ

ହୋଲିରେ ୨ ଜଣଙ୍କୁ ହତ୍ୟା ମାମଲା; ୧୬ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ – Ibnodisha

[ad_1]

ଚଣ୍ଡିଗଡ: ୨୦୨୦ ମାର୍ଚ୍ଚ ୯ରେ ଦେଶବ୍ୟାପୀ ହୋଲି ପର୍ବ ପାଳନ କରାଯାଉଥିବାବେଳେ ହରିୟାଣାର ଭିୱାଣି ଜିଲ୍ଲାରେ ଏକ ହତ୍ୟାକାଣ୍ଡ ଘଟିଥିଲା । ଦୁଇ ପରିବାର  ମଧ୍ୟରେ ରଙ୍ଗବୋଳାକୁ କେନ୍ଦ୍ରକରି ଗଣ୍ଡଗୋଳର ସୂତ୍ରପାତ ହୋଇଥିବାବେଳେ ଏଥିରେ ଜଣେ ମହିଳାଙ୍କ ସମେତ ୨ ଜଣ ପ୍ରାଣ ହରାଇଥିଲେ ଏବଂ ୮ ଜଣ ଗୁରୁତର ଆହତ ହୋଇଥିଲେ ।

ତେବେ ଭିୱାଣିର ଏକ ଅଦାଲତ ଶୁକ୍ରବାର ଏହି ମାମଲାରେ ୧୬ ଜଣଙ୍କୁ ଦୋଷୀସାବ୍ୟସ୍ତ କରିବା ସହ ସମସ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି । ଏଥିସହିତ ପ୍ରତ୍ୟେକ ଦୋଷୀଙ୍କ ଉପରେ ୨୫ ହଜାର ଟଙ୍କାର ଜୋରିମାନା ମଧ୍ୟ ଲାଗୁ କରାଯାଇଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button