ଦେଶ

ରାଜସ୍ଥାନରେ ବିଜେପି ଆଗୁଆ: କଂଗ୍ରେସ ୭୮ ଓ ବିଜେପି ୧୦୦ ଆସନରେ ଆଗୁଆ – Ibnodisha

[ad_1]

ରାଜସ୍ଥାନ: ରାଜସ୍ଥାନରେ ୧୯୯ଟି ବିଧାନସଭା ଆସନ ପାଇଁ ଭୋଟ ଗଣତି ଚାଲିଛି। ଆଜି ସକାଳ ୮ଟାରୁ ଆରମ୍ଭ ହୋଇଥିବା ଭୋଟ ଗଣତି ସୂଚନା ଅନୁଯାୟୀ କଂଗ୍ରେସ ୭୮ଟି ଆସନରେ ଆଗୁଆ ରହିଥିବା ବେଳେ ବିଜେପି ୧୦୦ଟି ଆସନରେ ଆଗୁଆ ରହିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button