ରାଜ୍ୟ
କୋଟାରେ ନିଟ୍ ଆଶାୟୀ ଛାତ୍ରୀଙ୍କ ଆତ୍ମହତ୍ୟା – Ibnodisha

[ad_1]
କୋଟା : ରାଜସ୍ଥାନର କୋଟା ସହରରେ ନିଟ୍ (ଏମ୍ବିବିଏସ) ପରୀକ୍ଷା ପାଇଁ କୋଚିଂ ନେଉଥିବା ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବା ଜଣାପଡିଛି । ନିଶା ଯାଦବ ନାମ୍ନୀ ଏହି ୨୧ ବର୍ଷୀୟା ଛାତ୍ରୀ ଜଣକ ଉତ୍ତର ପ୍ରଦେଶର ଅଉରୈୟା ଜିଲ୍ଲା ନିବାସୀ ବୋଲି ଜଣାପଡିଛି ।
ଗତମାସ ୨୯ରେ ନିଶା ହଷ୍ଟେଲ ପ୍ରକୋଷ୍ଠରେ ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଛନ୍ତି । ନିଶାଙ୍କୁ ମିଶାଇ ଚଳିତବର୍ଷ କୋଟାରେ ଜେଇଇ/ନିଟ୍ ପାଇଁ କୋଚିଂ ନେଉଥିବା ୨୯ ଜଣ ଛାତ୍ରାଛାତ୍ରୀ ଆତ୍ମହତ୍ୟା କରିସାରିଲେଣି ।
The post କୋଟାରେ ନିଟ୍ ଆଶାୟୀ ଛାତ୍ରୀଙ୍କ ଆତ୍ମହତ୍ୟା appeared first on ONA KHABAR.
[ad_2]