ଅପରାଧ

କେରଳ: ନାବାଳିକାକୁ ଅପହରଣ, ୩ ଗିରଫ – Ibnodisha

[ad_1]

କୋଲ୍ଲାମ:  କେରଳର କୋଲ୍ଲାମ ଜିଲ୍ଲାରେ ଜଣେ ୬ ବର୍ଷୀୟା ନାବାଳିକାକୁ ଅପହରଣ କରି ୧୦ ଲକ୍ଷ ଟଙ୍କା ଦାବି କରୁଥିବା ଅଭିଯୋଗରେ ପୁଲିସ ୩ ଜଣଙ୍କୁ (ବାପା, ମାଆ ଓ ଝି)କୁ ଗିରଫ କରିଛି । ପଦ୍ମକୁମାର ଜଣେ ଇଞ୍ଜିନିୟର ହୋଇଥିବାବେଳେ ତାଙ୍କ ପତ୍ନୀ ଅନୀତା ଓ ଝିଅ ଅନୁପମା ଏହି ନାବାଳିକାକୁ ଅପହରଣ କରି ଝିଅର ପିତାଙ୍କୁ ଫୋନ୍ ଯୋଗେ ୧୦ ଲକ୍ଷ ଟଙ୍କା ଦାବି କରିଥିଲେ ।

ତେବେ ଏହି ଫୋନ୍ ବାର୍ତ୍ତାଳାପ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ପଡୋଶୀମାନେ ଜଣେ ଅଭିଯୁକ୍ତଙ୍କ ସ୍ୱରକୁ ଠଉରାଇ ପୁଲିସକୁ ଖବର ଦେଇଥିଲେ । ହୋହାଲ୍ଲା ହେବାପରେ ଅଭିଯୁକ୍ତମାନେ ନାବାଳିକାକୁ ଏକ ପଡିଆରେ ଛାଡି ଫେରାର ହେବାକୁ ଉଦ୍ୟମ କରୁଥିବାବେଳେ ପୁଲିସ ସେମାନଙ୍କୁ ଗିରଫ କରିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button