ଦେଶ

ଛତିଶଗଡ଼ରେ ବିଜେପି ଆଗୁଆ – Ibnodisha

[ad_1]

ଛତିଶଗଡ଼: ଛତିଶଗଡ଼ ବିଧାନସଭା ନିର୍ବାଚନରେ ଭୋଟ ଗଣତି ଚାଲିଛି। ପ୍ରତି ମୁହୂର୍ତ୍ତରେ ଟ୍ରେଣ୍ଡ ବଦଳିବାରେ ଲାଗିଛି। ତେବେ ସେଠାରେ ଉଭୟ କଂଗ୍ରେସ ଓ ବିଜେପି ମଧ୍ୟରେ କଡା ଟକ୍କର ଚାଲିଛି। ଏ ପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ବିଜେପି ୨୮ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ୨୫ଟି ଆସନରେ ଆଗୁଆ ରହିଛି। ଛତିଶଗଡ଼ରେ ୯୦ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହୋଇଥିଲା।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button